ମାଓ ଆକ୍ରମଣରେ ବିଧାୟକଙ୍କ ମୃତୁ୍ୟ

ମାଓ ଆକ୍ରମଣରେ ବିଧାୟକଙ୍କ ମୃତୁ୍ୟ

ମାଓ ଆକ୍ରମଣରେ ବିଧାୟକଙ୍କ ମୃତୁ୍ୟ
ଭୁବନେଶ୍ୱର : ମାଓବାଦୀଙ୍କ ବର୍ବର ଆକ୍ରମଣରେ ବିଧାୟକଙ୍କ ମୃତୁ୍ୟ ହୋଇଥିବାବେଳେ ୪ ଯବାନ ସହିଦ ହୋଇଛନ୍ତି । ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ଏଭଳି ବର୍ବର ଆକ୍ରମଣ ହୋଇଛି । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ବିଧାୟକଙ୍କ ଭ୍ୟାନଟି ଧ୍ୱଂସ ହୋଇଯାଇଛି । ବିଜେପି ବିଧାୟକ ଭୀମା ମାଣ୍ଡଭି ନିର୍ବାଚନ ପ୍ରଚାରରେ ଯାଉଥିଲେ । ତାଙ୍କର ସୁରକ୍ଷା ପାଇଁ ଯବାନ ମଧ୍ୟ ରହିଥିଲେ । ଫଳରେ ସମସ୍ତେ ମୃତୁ୍ୟ ବରଣ କରିଛନ୍ତି ।