ଏପ୍ରିଲ ୧୭ରୁ କେ-୧ ସଟ୍ଲର ପଂଚମ ବ୍ୟାଡମିଂଟନ ଆରମ୍ଭ, ସମ୍ପାଦକ ସନ୍ତୋଷ ଚୌଧୁରୀଙ୍କ ସୂଚନା

ଏପ୍ରିଲ ୧୭ରୁ କେ-୧ ସଟ୍ଲର ପଂଚମ ବ୍ୟାଡମିଂଟନ ଆରମ୍ଭ, ସମ୍ପାଦକ ସନ୍ତୋଷ ଚୌଧୁରୀଙ୍କ ସୂଚନା

ଏପ୍ରିଲ ୧୭ରୁ କେ-୧ ସଟ୍ଲର ପଂଚମ ବ୍ୟାଡମିଂଟନ ଆରମ୍ଭ, ସମ୍ପାଦକ ସନ୍ତୋଷ ଚୌଧୁରୀଙ୍କ ସୂଚନା
ଓଡିଶାରେ ଭୁବନେଶ୍ୱର ବ୍ୟାଡମିଂଟନ ଆସୋସିଏନ୍ ଆନୁକୂଲ୍ୟରେ, କେ-୧ ସଟଲର ପଂଚମ ବ୍ୟାଡମିଂଟନ ଲିଗ୍ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଂଟ ଏପ୍ରିଲ ୧୭ରୁ ଆରମ୍ଭ ହୋଇ ୧୯ରେ ସରିବ ବୋଲି ଆସୋସିଏସନ୍ ସମ୍ପାଦକ ସୂଚନା ଦେଇଛନ୍ତି । ଆରମ୍ଭ ହେବାକୁ ଥିବା ଏହି ଦୁଇ ଦିନିଆ ଟୁର୍ଣ୍ଣାମେଂଟରେ ରାଜ୍ୟର ଶ୍ରେଷ୍ଠ ଖେଳାଳୀମାନେ ମଧ୍ୟ ଅଂଶଗ୍ରହଣ କରିପାରିବେ । ଏହାସହିତ ଉଭୟ ପୁରୁଷ ଓ ମହିଳା ବିଭାଗରେ ୬ଟି ଲେଖାଏ ଁ ଅଂଶଗ୍ରହଣ କରିବେ । ସେମାନଙ୍କୁ ଉସôାହିତ କରିବା ନେଇ ଏହି ପ୍ରତିଯୋଗୀତା ଆୟୋଜନ କରାଯାଉଛି ବୋଲି କେ-୧ ସଟ୍ଲର ସମ୍ପାଦକ ସନ୍ତୋଷ କୁମାର ଚୌଧୁରୀ ସୂଚନା ଦେଇଛନ୍ତି । ସବିଶେଷ ଜାଣିବା ନିମନ୍ତେ ୯୪୩୭୦୦୦୦୧୧କୁ ଯୋଗାଯୋଗ କରନ୍ତୁ ।