୮ ବର୍ଷର ଶିଶୁ ପୁତ୍ରର ଗଳା କାଟି ଦେଲେ ଦୁର୍ବୃତ୍ତ

୮ ବର୍ଷର ଶିଶୁ ପୁତ୍ରର ଗଳା କାଟି ଦେଲେ ଦୁର୍ବୃତ୍ତ

୮ ବର୍ଷର ଶିଶୁ ପୁତ୍ରର ଗଳା କାଟି ଦେଲେ ଦୁର୍ବୃତ୍ତ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଟୁବୁରା ଗାଁରେ ଘଟିଛି ଅଭାବନୀୟ ଘଟଣା । ଜଣେ ୮ ବର୍ଷର ଶିଶୁ ପୁତ୍ରର ଗଳା କାଟି ଦେଇଛନ୍ତି ଦୁର୍ବୃତ୍ତ । ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ହଠାତ୍ କିଛି ଦୁର୍ବୃତ୍ତ ଆସି ଶିଶୁପୁତ୍ରର ଗଳା କାଟି ଫେରାର ହୋଇ ଯାଇଛନ୍ତି । ଯାହାକୁ ନେଇ ଏବେ ପୁରା ଗାଁ ରେ କୋକୁଆ ଭୟ ଦେଖିବାକୁ ମିଳିଛି । ନାବାଳକ ଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତା ବେକରେ ୧୭ ଟି ଷ୍ଟିଜ୍ ପଡିଥିା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ କାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକେ ଏହି ଘଟଣାର ଏକ ଲିଖିତ ଅଭିଯୋଗ କରିବେ ବୋଲି ଜଣା ପଡିଛି । ତେବେ ନାବାଳକ ଟି ପାଖ ଅଟାବୁହା ଗ୍ରାମର କୈଳାଶ ଦଳାଇଙ୍କ ପୁତ୍ର ବୋଲି ଜଣାପଡିଛି ।