ସାନିଟାଇଜ୍‌ ପାଇଁ ତିନି ଦିନ ବନ୍ଦ ରହିବ ଭିସୁଟ୍‌

ସାନିଟାଇଜ୍‌ ପାଇଁ ତିନି ଦିନ ବନ୍ଦ ରହିବ ଭିସୁଟ୍‌

ସାନିଟାଇଜ୍‌ ପାଇଁ ତିନି ଦିନ ବନ୍ଦ ରହିବ ଭିସୁଟ୍‌
ଆସନ୍ତା ୧୨ ତାରିଖରୁ ସୋମବାର ସହ ତିନି ଦିନ ବନ୍ଦ ରହିବ ବୁର୍ଲା ଭିସୁଟ୍‌ । ପୂର୍ବ ଛୁଟି ଘୋଷଣା ମୁତାବକ ଶନିବାର ଓ ରବିବାର ମଧ୍ୟ ଭିସୁଟ୍‌ ବନ୍ଦ ରହିବ । କରୋନା ସଂକ୍ରମଣ ଦୂର ପାଇଁ ଭିସୁଟ୍‌ ପରିସରକୁ ସାନିଟାଇଜ୍‌ କରାଯିବ । ମୋଟ୍‌ ତିନି ଦିନ ପାଇଁ ଭିସୁଟ୍‌ ବନ୍ଦ ରହିବା ନେଇ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ । ଆଜି, କାଲି ଓ ସୋମବାର ଦିନ ଭିସୁଟ୍‌ ବନ୍ଦ ରହିବା ନେଇ ଚିଠି ଜାରି କରିଛି ଭିସୁଟ୍‌ ରେଜିଷ୍ଟ୍ରାର୍‌ । ବିଶୋଧନ କରିବା ପାଇଁ କ୍ୟାମ୍ପସ୍‌ ବନ୍ଦ ରହିବ ତେବେ ଅଧ୍ୟାପକ, ଅଧ୍ୟାପିକା ଅନଲାଇନ୍‌ରେ ପାଠ ପଢାଇବେ ବୋଲି ସୂଚନା ରହିଛି ।