ରାଜ୍ୟରେ ଆଜି ୧୦ ହଜାର ୭୮୧ ଜଣ ହେଲେ ସୁସ୍ଥ

ରାଜ୍ୟରେ ଆଜି ୧୦ ହଜାର ୭୮୧ ଜଣ ହେଲେ ସୁସ୍ଥ

ରାଜ୍ୟରେ ଆଜି ୧୦ ହଜାର ୭୮୧ ଜଣ ହେଲେ ସୁସ୍ଥ
ଭୁବନେଶ୍ୱର: ରାଜ୍ୟରେ ଆଜି ୧୦ ଜାର ୭୮୧ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୬୦ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡ-୧୧୮୬, କଟକ-୯୬୬, କଳାହାଣ୍ଡି-୫୬୬, ଅନୁଗୁଳ-୫୫୭, ବରଗଡ-୫୩୦, ସମ୍ବଲପୁର-୪୫୮, ଝାରସୁଗୁଡା-୪୨୨,ପୁରୀ-୩୬୬, ନବରଙ୍ଗପୁର-୩୪୨, ଗଞ୍ଜାମ-୨୮୫, ନୟାଗଡ-୨୬୭, ମୟୂରଭଞ୍ଜ-୨୫୭, ନୂଆପଡା-୨୬୫, ବୌଦ୍ଧ-୨୫୧, କୋରପୁଟ-୨୧୮, କେନ୍ଦୁଝର-୨୦୬, ଯାଜପୁର-୧୭୭, ଢେଙ୍କାନାଳ-୧୬୩, ଭଦ୍ରକ-୧୫୭, ଜଗତସିଂହପୁର-୧୪୭, ସୋନପୁର-୧୪୪, କେନ୍ଦ୍ରପଡା-୧୪୩, ରାୟଗଡ-୧୩୧, ଦେବଗଡ-୧୧୦, ବାଲେଶ୍ୱର-୯୭, ଗଜପତି-୯୧, କନ୍ଧମାଳ-୭୬ ଓ ମାଲକାନଗିରି-୬୭ ଜଣ ଜିଲ୍ଲାରୁ ସୁସ୍ଥ ଲାଭ କରିଛନ୍ତି । ରାଜ୍ୟରେ ସୁସ୍ଥ ସଂଖ୍ୟା ୫ ଲକ୍ଷ ୨ ହଜାର ୪୫୫କୁ ବୃଦ୍ଧି ପାଇଛି ।