ଏହି ସବୁ ରୋଗରୁ ରକ୍ଷା କରେ ସିଝା ଅଣ୍ଡା

ଏହି ସବୁ ରୋଗରୁ ରକ୍ଷା କରେ ସିଝା ଅଣ୍ଡା

ଏହି ସବୁ ରୋଗରୁ ରକ୍ଷା କରେ ସିଝା ଅଣ୍ଡା

ପ୍ରୋଟିନରେ ଭରପୁର ଅଣ୍ଡା ଖାଇବା  ଦ୍ବାରା ଏହା ଶରୀରରେ ବିଭିନ୍ନ ରୋଗ ବେମାରୀ ଠାରୁ ରକ୍ଷା କରିବାରେ ସାହାଯ୍ୟ କରେ । ଖାସ କରି ସିଝା ଅଣ୍ଡା ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ । ଆସନ୍ତୁ ଜାଣିବା ସେ  ବିଷୟରେ ।  

- ପ୍ରତିଦିନ ଡାଏଟରେ ସିଝା ଅଣ୍ଡା ସାମିଲ କରିବା ଭଲ । ଏହା ଇମ୍ୟୁନିଟିକୁ ମଜବୁତ କରିବାରେ ସାହାଯ୍ୟ କରେ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ, ପ୍ରୋଟିନ ଭଳି ଅନେକ ପୋଷକ ତତ୍ବ ରହିଥାଏ ।

- ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରେ ସିଝା ଅଣ୍ଡା । ଏଥିପାଇଁ ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ ସିଝା ଅଣ୍ଡା ସାମିଲ କରି ପାରିବେ ।

-ହାଡକୁ ଶକ୍ତ କରିବା ପାଇଁ ପ୍ରତିଦିନ ସିଝା ଅଣ୍ଡା ସେବନ କରି ପାରିବେ ।

-ଆଖିକୁ ସୁସ୍ଥ ରଖିବା ସହିତ, କୋଲେଷ୍ଟ୍ରଲ କମ୍ କରିବାରେ ସହାୟକ ହୁଏ ଅଣ୍ଡା ।

-ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ଏଥିପାଇଁ  ସିଝା ଅଣ୍ଡାର କେଶରକୁ ବାହାର କରି , କେବଳ ଧଳା ଅଂଶ ସେବନ କରି ପାରିବେ ।